Back

ଅଣ୍ଟାସୂତା


  1. Aṇṭāsūtā (ଦେ.ବି.) - କରଧୁନୀ; କରସୂତା, କଟିସୂତ୍ର; ଅଣ୍ଟାରେ ପିନ୍ଧାଯିବା ସରୁ ଦଉଡ଼ି  A string worn round the waist.

  2. ଧାତୁନିର୍ମିତ କଟିସୂତ୍ର A mental chain for the waist; waist-chain.