Back

ଅଣ୍ଡ କଟାହ


  1. Aṇḍa kaṭāha  (ସଂ.ବି.) - (କଟାହ ସଙ୍ଗେ ତୁଳନୀୟ ଅଣ୍ଡ) ବ୍ରହ୍ମାଣ୍ଡ; ଚରାଚର ସୃଷ୍ଟି The Universe; the creation.

  2. (ଷଷ୍ଠୀ ତତ୍) ବ୍ରହ୍ମାଣ୍ଡର ଖୋଳପା The shell of the mundane egg.