Back

ଅଣ୍ଡଜ


  1. Aṇḍaja  (ସଂ.ବିଣ.) - ଡିମ୍ବଜାତ  Born of eggs; oviparous.

  2.  (ସଂ.ବି.) - ଯେଉଁ ଜୀବମାନେ ମାତୃଗର୍ଭରୁ ପ୍ରଥମେ ଅଣ୍ଡ ଭିତରେ ଥାଇ ଜନ୍ମ ଲାଭ କରନ୍ତି ଓ ପରେ ଡିମ୍ବ ଫାଟି ତହିଁ ମଧ୍ୟରୁ ବାହାରନ୍ତି  Oviparous animals. (ଯଥା - ପକ୍ଷୀ; ମାଛ; କଚ୍ଛପ) [




  • ଅଣ୍ଡଜା (ସ୍ତ୍ରୀ)



 [ ଦ୍ର ]  ହିନ୍ଦୁ ଶାସ୍ତ୍ର ମତରେ ସୃଷ୍ଟିସ୍ଥ ସଚେତନ ବସ୍ତୁ ଚାରି ଭାଗରେ ବିଭକ୍ତ 1. ଜରାୟୁଜ - ମନୁଷ୍ୟ; ପଶୁ; ରାକ୍ଷସ; ପିଶାଚ; 2. ଅଣ୍ଡଜ - ମତ୍ସ୍ୟ; ପକ୍ଷୀ; ସର୍ପାଦି; 3. ସ୍ୱେଦଜ - ମଶା; ଡାଉଁଶ; ଉକୁଣି; ମାଛି; 4. ଉଦ୍ଭିଜ୍ଜ- ବୃକ୍ଷଲତା ଇତ୍ୟାଦି। (ମନୁସଂହିତା)