Back

ଅଣ୍ଡଦ୍ରବ ହେବା


  1. Aṇḍadraba hebā (ଦେ.ବି.) - (ଲକ୍ଷଣାର୍ଥ; ତୁଳନା କର; ପିଳେହି ପାଣି ହେବା) କିଂକର୍ତ୍ତବ୍ୟବିମୂଢ଼ତା ଘୋଟିବା; ଭୀତ ତ୍ରସ୍ତ ହେବା The state of being panic-struck; becoming unmanned.