Back

ଅଣ୍ଡରା

Also : [ ଅଣ୍ଡ୍ରା, ଅଣ୍ଡ୍‌ରା ] 




  1. Aṇḍarā (ବିଣ.) - (ପ୍ରାଦେ./ସମ୍ବଲପୁର) ଅଣ୍ଡିରା; ପୁରୁଷ ଜାତୀୟ Male.

  2. ପୁରୁଷ A male person.

  3. ପୁରୁଷ ଜାତୀୟ ପ୍ରାଣୀ A male animal.

  4. ସ୍ୱାମୀ; ପତି Husband.