Back

ଅଣ୍ଡାଳିବା


  1. Aṇḍāḻibā (ଦେ.କ୍ରି.) - ଦରାଣ୍ଡିବା; ଅନ୍ଧାରରେ ବା ଆଖିକୁ ଦେଖା ନ ପଡ଼ିବା ସ୍ଥାନରେ ହାତଦ୍ୱାରା ଦରାଣ୍ଡି କୌଣସି ବସ୍ତୁ ଖୋଜିବା To grope in the dark in search of a thing.

  2. ଅନ୍ଦାଜିରେ କୌଣସି କାର୍ଯ୍ୟ କରିବା To do a thing by guess.