Back

ଅଣ୍ଡାଳି ହେବା


  1. Aṇḍāli hebā  (ଦେ.କ୍ରି.) - ଦରାଣ୍ଡିବା; ଅନ୍ଧାରରେ ବା ଆଖିକୁ ଦେଖା ନ ପଡ଼ିବା ସ୍ଥାନରେ ହାତଦ୍ୱାରା ଦରାଣ୍ଡି କୌଣସି ବସ୍ତୁ ଖୋଜିବା To grope in the dark in search of a thing.

  2. ଅନ୍ଦାଜିରେ କୌଣସି କାର୍ଯ୍ୟ କରିବା To do a thing by guess.

  3. ଧନ୍ଦି ହେବା; ଇତସ୍ତତଃ ହେବା To be at a loss.