Back

ଅଣ୍ଡିଆ


  1. Aṇḍiā (ଦେ.ବିଣ.) - ଯେଉଁ ପଶୁ ଖାସି କରା ଯାଇ ନାହିଁ Not castrated.

  2. କାଣିଷଣ୍ଢିଆ; ମୁଷ୍କ ଛେଦନକାରୀ ବ୍ୟକ୍ତିର ଦୋଷରୁ ଧରା ହେବା ବେଳେ ଯେଉଁ ଅଣ୍ଡିରା ବାଛୁରିର ମୁଷ୍କ ନିଃଶେଷ- ରୂପେ କଟା ହୋଇ ପାରି ନ ଥାଏ Defectively castrated (bull-caff).

  3. (ଦେ.ବି.) - ଅଣ୍ଡିରା ବାଛୁରୀ  A bull-calf.

  4. (ବି.) - (ବାଲେଶ୍ୱର) (ସଂ. ଅଣ୍ଡିରା) ଦାମୁଡ଼ି A full grown bull-calf; a steer.

  5. ସମ୍ପୂର୍ଣ୍ଣରୂପେ ମୁଷ୍କ ଛେଦିତ ହୋଇ ନ ଥିବା ବଳଦ A defectively castrated bullock.