Back

ଅଣ୍ଡିରାଚଣ୍ଡୀ

Also : [ ଅଣ୍ଡିରା ଚଣ୍ଡୀ ]




  1. Aṇḍirāchaṇḍi (ଦେ.ବି.) - ଦୁଷ୍ଟା ସ୍ତ୍ରୀ; ଉଗ୍ରସ୍ୱଭାବା ସ୍ତ୍ରୀ; କଳିହୁଡ଼ୀ ସ୍ତ୍ରୀ Vixen; virago; shrew.

  2. ପୁରୁଷପ୍ରକୃତିକା ସ୍ତ୍ରୀ; ଯେଉଁ ସ୍ତ୍ରୀ ପୁରୁଷ ସମାଜରେ ମିଶିବାକୁ ବେଶି ସୁଖ ପାଏ A woman who loves the society of males.

  3. ନିର୍ଲଜ୍ଜା ସ୍ତ୍ରୀ (ନିର୍ଲଜ୍ଜୀ) Shameless woman.