Back

ଅଣ୍ଢିଆ


  1. Aṇḍhiā (ଗ୍ର.ବି.) - ନଈବଢ଼ି ଛାଡ଼ିଗଲେ ନଈର ଯେଉଁ ଯେଉଁ  ସ୍ଥାନରେ ଗଭୀର ଓ ସ୍ଥିରପାଣି ରହି ଯାଇଥାଏ Deep pools of water in the bed of a river after the subsidence of a flood.

  2. (ନାମ) ପୁରୀଜିଲ୍ଲା ନିମାପଡ଼ା ଥାନା ନିକଟସ୍ଥ କୋଠଦେଶ ପ୍ରଗନ୍ନାର ପୂର୍ବ ପ୍ରସିଦ୍ଧ ଜମିଦାର ରାଏଟ୍ସିଂହ ବଂଶର ରାଜଧାନୀ ଓ ବ୍ରାହ୍ମଣ ଶାସନ Name of a large village in the Puri district.