Back

ଅତଃ


  1. Ataḥ (ସଂ.ଅ.) - ଏହିସ୍ଥାନରୁ; ଏହିଠାରୁ From this place.

  2. ଏହିଠାରୁ From this. 

  3. ଏହି କାରଣରୁ; ଏ ହେତୁରୁ Hence; consequently.

  4. ଏହା ଅପେକ୍ଷା Than this.

  5. ଏହି ସମୟଠାରୁ From the time.

  6. ଆଜିଠାରୁ Henceforth; henceforward.