Back

ଅତଡ଼ା


  1. Ataṟḍ̠ā (ଦେ.ବି.) - ଲମ୍ବ ଭାବରେ ଉଠିଥିବା ନଈର ଅତ୍ୟୁଚ୍ଚ ତଟଭୂମି  Precipitous bank of a river.

  2. ଉଚ୍ଚ ନୀଚ ଭୂମି (ନନ୍ଦ) Uneven land.

  3. ଜଳୁଥିବା ନିଆଁ ଗଦା Bonfire; a heap of blazing fire.

  4. ବିକଟ ଉଚ୍ଚ ସ୍ୱରର ଆଘାତ ଯୋଗୁଁ କର୍ଣ୍ଣରେ ଉପୁଜିବା ସ୍ତବ୍ଧତା Deafness or numbness of the sense of hearing due to a very loud noise.

  5. କାଙ୍କ ଆଦିରେ ତଡ଼ା (ତାଡ଼ିତ) ହୋଇ ନ ଥିବା (ଭୂମି) (land) Which has not been turned up.