Back

ଅତଣ୍ଡି

Category : [ Plant ]




  1. Ataṇḍi (ଦେ.ବି.) - ଏକ ଜାତୀୟ ଲତା A wild creeper; Calycopteris Floribunda.



 [ ଦ୍ର ] ଏହା ଦୁଇ ପ୍ରକାରର - କଳା ଓ ଧଳା। ପ୍ରଥମେ ମୂଳରୁ ଗଛ ପରି ଉଠେ; ପରେ ଗଣ୍ଡିର ଡାଳମାନ ଝଙ୍କା ମେଲି ଲତା ଆକାର ଧରେ। ଏହାର ପତ୍ରକୁ ବ୍ରଣ ଓ ଘାଆରେ ପକାନ୍ତି ଏବଂ ପତ୍ରକୁ ବାଟି ତଳିପାର ବାଲିଜନ୍ଦା ଘାଆରେ ବୋଳିଲେ ତାହା ଭଲ ହୁଏ। ଧଳା ଆତୁଣ୍ଡି ଗଛର ପତ୍ର ଗୋଲ ଓ କଳା ଆତୁଣ୍ଡିର ପତ୍ର ଅଣ୍ଡାକାର।