Back

ଅତଦ୍‌ଗୁଣ


  1. Atadguṇa (ସଂ.ବି.)  - ଅର୍ଥାଳଙ୍କାରବିଶେଷ; ଯେଉଁ ଅଳଙ୍କାରରେ ଏକ ବସ୍ତୁ ବସ୍ତ୍ୱନ୍ତରର ଗୁଣ ଗ୍ରହଣ ନ କରି ନିଜର ଗୁଣକୁ ବଜାୟ ରଖି ଥାଏ A figure of speech in Rhetoric where the thing in question does not assume the quality of another though it might be expected to do so; a sort of metaphor.

  2. ଅଳଙ୍କାରବିଶେଷ - କୌଣସି ବସ୍ତୁର ଅସଲ ପ୍ରକୃତି ବର୍ଣ୍ଣନା ନ କରି ଯେଉଁ ଅଳଙ୍କାରରେ ବାଜେ ଗୁଣ ବର୍ଣ୍ଣନା କରାଯାଇଥାଏ The use of predicates not descriptive of the essential nature of the object.