Back

ଅତନ୍ତ୍ର


  1. Atantra (ସଂ.ବିଣ.) - ଯେଉଁ ବାଦ୍ୟଯନ୍ତ୍ରରେ ତନ୍ତ୍ର ବା ତାର ନ ଥାଏ  Unstringed (musical instruments)

  2. ସ୍ୱତନ୍ତ୍ର; ଅପରାଧୀନ; ସ୍ୱାଧୀନ Independent.

  3. ଅବାଧ Unrestrained.

  4. ସ୍ୱେଚ୍ଛାଧୀନ; ଯାହା ବାଧ୍ୟତାମୂଳକ ନୁହେ Optional; not necessarily binding.

  5. ତନ୍ତ୍ରବହିର୍ଭୂତ; ତନ୍ତ୍ରହୀନ Without mystic formula.




  • ଅତନ୍ତ୍ରା (ସ୍ତ୍ରୀ)