Back

ଅତରଦାନ୍‌


  1. Ataradān (ବୈ.ବି.) - ସଭା ଓ ଦରବାର ଆଦିରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଅତର ଦ୍ୱାରା ଅଭ୍ୟର୍ଥନା କରାଯିବା ପାଇଁ ବ୍ୟବହୃତ ଅତର ରଖା ଯାଇଥିବା ପାତ୍ର A receptacle for keeping otto while serving it to guests at a gathering.

  2. (ଦେ.ବି.) - ଅତରଶିଶି; ଅତର ରଖିବା ପାଇଁ ବ୍ୟବହୃତ ସାନ ବୋତଲ Phial of otto.