Back

ଅତର୍କ

Also : [ ଅତରକ ]




  1. Atarka (ସଂ.ବି.) ଯୁକ୍ତି ବା ତର୍କର ଅଭାବ Absence of reasoning or argument.

  2. ଅଯୌକ୍ତିକ ତର୍କ Bad logic; illogical reasoning.

  3. ଅଯୌକ୍ତିକ ତର୍କ କରିବା ବ୍ୟକ୍ତି  A bad reasoner.

  4. (ସଂ.ବିଣ.) ଅଯୌକ୍ତିକ Illogical.

  5. ତର୍କ ବିରହିତ Void of reasoning.