Back

ଅତର୍ଛ

Also : [ ଅତରଛ, ଅତ୍ରିଛା ] 




  1. Atarchha (ଦେ.ବିଣ.) ଛାନିଆଁ; ମହାଭୀତ; ବିହ୍ୱଳ Terrified.

  2. ହଠାତ୍ ଭୟତ୍ରସ୍ତ; ଘାବରା Suddenly frightened.

  3. କିଂକର୍ତ୍ତବ୍ୟବିମୂଢ଼ Bewildered.

  4. ଡରୁଆ Timid.

  5. ଯାହା ତର ସହେ ନାହିଁ Brooking no delay.

  6. (ଦେ.ବି.) ତ୍ରାସ; ମହାଭୟ Terror.

  7. ହଠାତ୍ ଉପସ୍ଥିତ ଭୟ Sudden fright.

  8. ଉଦ୍‌ବେଗ Anxiety.

  9. କିଂକର୍ତ୍ତବ୍ୟବିମୂଢ଼ତା Bewilderment.




  • ଅତର୍ଛୀ (ସ୍ତ୍ରୀ)