Back

ଅତର୍ଛିଆ

Also : [ ଅତରଛ, ଅତର୍ଛ




  1. Atarchhiā (ଦେ.ବିଣ.) - ହଠାତ୍ ଭୀତି ଉତ୍ପାଦନକାରୀ Terrific; frightful.

  2. ଛାନିଆଁ; ମହାଭୀତ; ବିହ୍ୱଳ Terrified.

  3. ହଠାତ୍ ଭୟତ୍ରସ୍ତ; ଘାବରା Suddenly frightened.

  4. କିଂକର୍ତ୍ତବ୍ୟବିମୂଢ଼ Bewildered.

  5. ଡରୁଆ Timid.

  6. ଯାହା ତର ସହେ ନାହିଁ Brooking no delay.

  7. (ଦେ.ବି.) ତ୍ରାସ; ମହାଭୟ Terror.

  8. ହଠାତ୍ ଉପସ୍ଥିତ ଭୟ Sudden fright.

  9. ଉଦ୍‌ବେଗ Anxiety.

  10. କିଂକର୍ତ୍ତବ୍ୟବିମୂଢ଼ତା Bewilderment.




  • (ଅତର୍ଛେଈ (ସ୍ତ୍ରୀ)