Back

ଅତର୍ଛେଇବା


  1. Atarchheibā (ଦେ.କ୍ରି.) - ଅତର୍ଛ କରିବା; ଡରାଇବା To frighten; to terrify.

  2. ଉଚ୍ଛନ୍ନ କରିବା To hurry up.

  3. ବିଳମ୍ବ ନ ସହିବା To brook no delay.

  4. କୌଣସି ବ୍ୟକ୍ତିର ମନରେ ଉଦ୍ବେଗ ଜନ୍ମାଇବା To cause anxiety to a person.