Back

ଅତଳ

Also : [ ଅତଳତଳ ]




  1. Ataḻa (ସଂ.ବିଣ.) ଯାହାର ତଳ ବା ନିମ୍ନଭାଗ ନିର୍ଦ୍ଧାରିତ ହୋଇ ନ ପାରେ; ଅଗାଧ Bottomless; unfathomable.

  2. ଅତି ଗଭୀର Abysmal; very deep.

  3. (ସଂ.ବି.) ପୁରାଣୋକ୍ତ ସପ୍ତ ପାତାଳ ମଧ୍ୟରୁ ମର୍ତ୍ତ୍ୟର ଅବ୍ୟବହିତ ନିମ୍ନରେ ଥିବା ପାତାଳ The first of the seven subterranean regions which lies just below our earth.



 [ ଦ୍ର ] ସପ୍ତ ପାତାଳର ନାମ - ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଓ ପାତାଳ]