Back

ଅତଳତଳା

Also : [ ଅତଳତଳାନ୍ତ୍‌, ଅତଳତଳିଆ ]




  1. Ataḻataḻā (ଦେ.ବିଣ.) ତଳିତଳାନ୍ତ; ଯେଉଁ ପାତ୍ରରୁ ସମସ୍ତ ଜଳୀୟ ପଦାର୍ଥ ନିଃଶେଷରୂପେ ନିଆଯାଇ ସାରିଥାଏ (cup or receptacle) Drained to the last drop.

  2. ନିଃଶେଷିତ Exhausted.

  3. ସର୍ବସ୍ୱାନ୍ତ; ଯେଉଁ ବ୍ୟକ୍ତିର ସର୍ବ ସମ୍ପଦ ବିଲୁପ୍ତ ହେଲାଣି (a person) Reduced to indigence; reduced to the last extremities.