Back

ଅଗତାଗମ୍‌


  1. Atāgam (ଦେ.ବି.) - ଆତଯାତ; ଯାଆସ; ଚଳପ୍ରଚଳ; ଗମନାଗମନ Frequenting; coming and going.

  2. ଇୟତ୍ତା; ନିର୍ଦ୍ଧାରଣ Ascertainment

  3. ମାପ; ଗଣନା Measurement.

  4. ପତ୍ତା; ସନ୍ଧାନ Clue.

  5. ଚିହ୍ନ; ଶଙ୍କୁ Trace; vestige.

  6. (ଦେ.ବିଣ.) - ସର୍ବଦା ଯିବା ଆସିବା କରାଯାଉଥିବା (ସ୍ଥାନ) Frequented (place).

  7. ନିର୍ଦ୍ଧାରିତ  Ascertained.

  8. ମାପ କରାଯାଇଥିବା Measured.