Back

ଅତାରୀ


  1. Atārī (ଦେ.ବି.) - (ନାମ) ପଞ୍ଜାବର ଗୋଟିଏ ପ୍ରାଚୀନ ସମୃଦ୍ଧିଶାଳୀ ନଗର; ଆଜିକାଲି ଏହାର ଧ୍ୱଂସାବଶେଷ ରହିଅଛି  Name of a ruined ancient town in the Panjāba.

  2. (ଦେ.ବିଣ.) - ଯେଉଁ ଚିନି ବା କନ୍ଦମିଶା ପାଣି ନିଆଁ ଉପରେ ଆଉଟା ହୋଇ ପାଗ ହେବା ଅବସ୍ଥାରେ ତାର ବାନ୍ଧି ନ ଥାଏ ଅର୍ଥାତ୍ ବହଳିଆ ପାଲଟି ନ ଥାଏ (Solution of sugar of syrup) Which has not yet thickened to the required thickness.