Back

ଅତି


  1. Ati (ସଂ.ଅ.) - ସମଧିକ; ଅତିଶୟ; ଅତ୍ୟନ୍ତ; ଅତିରିକ୍ତ; ବେଜାୟ୍ Very; very much; too much; excessive;

  2. ଅତି ବଡ଼ Very big; very large.

  3. (ସଂ.) - ଉପସର୍ଗ (a prefix denoting)

  4. ଅତିରିକ୍ତ Excessive. (ଯଥା - ଅତିଦାନ; ଅତି କଥା।)

  5. ସୀମା ଅତିକ୍ରମ କରି  Beyond. (ଯଥା - ଅତି ଦୈବ; ଅତିଚାର)।