Back

ଅତିକ୍ରମଣ

Also : [ ଅତିକ୍ରମ ]




  1. Atikramaṇa (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.

  2. ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.

  3. ନିର୍ଦ୍ଦିଷ୍ଟ ସମୟ ଟପିଯିବା  Lapse of time; passing beyond the time limit.

  4. ଅନ୍ଯଥାଚରଣ; ଆଦେଶାଦି ଲଘଂନ Disobeying of an order.

  5. ନିର୍ଦ୍ଦିଷ୍ଟ ନିୟମ ଲଘଂନ Transgression of a rule.




  • Atikramaṇīya (ସଂ.ବିଣ.) - ଯାହାକୁ ଅତିକ୍ରମ କରାଯାଇ ପାରେ Passable.