Back

ଅତିଗଣ୍ଡ


  1. Atigaṇḍa (ସଂ.ବି.) - ଜ୍ୟୋତିଷଶାସ୍ତ୍ରୋକ୍ତ ୨୭ ଯୋଗ ମଧ୍ୟରୁ ଏକତମ One of the 27 astrological conjunctions.

  2. ଜ୍ୟୋତିଷ ଶାସ୍ତ୍ରରେ କୌଣସି ବିଷୟରେ ବହୁ ପରିମାଣରେ ଗଣ୍ଡଦୋଷ ଲକ୍ଷିତ ହେବା ଅବସ୍ଥା A state of things in which there appear many a gandadosha according to astrological calculations.

  3. ଆର୍ଦ୍ରା ନକ୍ଷତ୍ରର ଗୋଟିଏ ତାରାର ନାମ Name of a star of the 6th lunar asterism (Apte).

  4. ଅତି ବଡ଼ ଗଣ୍ଡଦେଶ A very large cheek.

  5. (ସଂ.ବିଣ.) - (ବହୁବ୍ରୀହି) ଉଞ୍ଚକପାଳିଆ  Having very large temples or cheeks.




  • ଅତିଗଣ୍ଡା (ସ୍ତ୍ରୀ)