Back

ଅତିଗନ୍ଧ

Category : [ Plant ]




  1. Atigandha (ସଂ.ବିଣ.) - ଉଗ୍ରଗନ୍ଧବିଶିଷ୍ଟ Strong-smelling.

  2. (ସଂ.ବି.) - ଚମ୍ପକ; ଚମ୍ପା A tree and flower; champā.

  3. ଗନ୍ଧକ Sulpher.

  4. ଏକପ୍ରକାର ଉଗ୍ରଗନ୍ଧଯୁକ୍ତ ତୃଣ; ଭୂସ୍ତୃଣ; ଧନିତ୍ରୀ Lemongrass.




  • ଅତିଗନ୍ଧା (ସ୍ତ୍ରୀ)