Back

ଅକର୍ତ୍ତନ


  1. Akarttana (ସଂ.ବିଣ.)  - ଖର୍ବ; ବାମନ; ଠୁରା  Dwarfish. 

  2. ଅକର୍ତ୍ତିତ; ଅକଟା Uncut. 

  3. ଯେଉଁ ପଦାର୍ଥରୁ କୌଣସି ଅଂଶ କାଢ଼ି ନିଆଯାଇ ନାହିଁ Undiminished.




  • (ଅକର୍ତ୍ତନା - ସ୍ତ୍ରୀ)