Back

ଅତିଚରଣା

Category : [ Offensive ]




  1. Aticharaṇā (ସଂ.ବି.) - ସ୍ତ୍ରୀମାନଙ୍କର ରୋଗବିଶେଷ (ଯାହାଦ୍ୱାରା ଏକାଧିକବାର ମୈଥୁନ ନ କଲେ ରୋଗିଣୀ ତୃପ୍ତ ହୁଏ ନାହିଁ) (ହିନ୍ଦି ଶବ୍ଦସାଗର) A female-disease.

  2. (ବୈଦ୍ୟକ ମତାନୁସାରେ) ଅତ୍ୟନ୍ତ ମୈଥୁନରେ ସୁଦ୍ଧା ତୃପ୍ତ ନ ହେବା ସ୍ତ୍ରୀର ଯୋନି The female organ of a woman who is not satisfied with moderate coition.