Back

ଅତିଚାର


  1. Atichāra (ସଂ.ବି.) - ଏକ ରାଶିର ଭୋଗକାଳ ସମାପ୍ତ ନ ହେଉଣୁ କୌଣସି ଗ୍ରହର ଅନ୍ୟ ରାଶିକୁ ଚଳନ  Accelerated motion of a planet from one sign to another.

  2. ନିୟମ ଲଘଂନ Transgression; violation of rules.




  • ଅତିଚରୀ (ପୁ)

  • ଅତିଚାରିଣୀ (ସ୍ତ୍ରୀ)