Back

ଅତିଦେଶ


  1. Atideṡa (ସଂ.ବି.) -  (ବ୍ୟାକରଣ) ଏକ ପଦାର୍ଥର ଧର୍ମ ବା କ୍ରିୟାକୁ ସଦୃଶାର୍ଥେ ଅନ୍ୟ ପଦାର୍ଥଠାରେ ଆରୋପଣ (grammar) Act of assigning an effect to other than its own cause by analogy. 




  • [ ଦ୍ର ] ଗୋ ଶବ୍ଦରୁ ସଦୃଶରୂପଧାରୀ ଅର୍ଥରେ ଉତ୍ପନ୍ନ 'ଗବୟ' ଶବ୍ଦରୂପ—ଅତିଦେଶର ଉଦାହରଣ। ଅତିଦେଶ ପାଞ୍ଚ ପ୍ରକାରର, ଯଥା - ଶସ୍ତ୍ର, କାର୍ଯ୍ୟ, ନିମିତ୍ତ, ବ୍ୟପଦେଶ ଓ ରୂପ। 

     




  1. (ସ୍ମୃତି) ଯେଉଁ ନିୟମ ଆପଣା ନିର୍ଦ୍ଦିଷ୍ଟ ବିଷୟର ଅତିରିକ୍ତ ଅନ୍ୟ ବିଷୟରେ ମଧ୍ୟ ଖଟାଯାଏ। (law) A rule which is made to apply to cases other than those for which it was laid down.