Back

ଅତିପତନ

Also : [ ଅତିପାତ ]




  1. Atipatana (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.

  2. ଉପର ଦେଇ ଉଡ଼ିଯିବା  Flying past.

  3. ଅପବ୍ୟୟ Waste.

  4. ଅବ୍ୟବସ୍ଥା Want of arrangement.

  5. ଗୋଳମାଳ Congusion.

  6. କର୍ତ୍ତବ୍ୟରେ ଅବହେଳା ବା ଅନାସ୍ଥା  Neglect of duty; negligence.

  7. କର୍ତ୍ତବ୍ୟ ଲଘଂନ Breach of duty.

  8. ଅକ୍ରିୟାରେ ଆସ୍ଥା Leaning or tendency towards evil actions.

  9. ସମୟ ଅତିକ୍ରାନ୍ତ ହେବା ଅବସ୍ଥା Lapse of time; limitation.

  10. ବାଧା; ବିଘ୍ନ Obstacle.

  11. କ୍ଷତି; ହାନି; ଅପଚୟ Loss; deterioration.

  12. ଦୁର୍ବ୍ୟବହାର Illtreatment; perverse conduct.

  13. ପ୍ରତିକୂଳତା; ବିରୋଧ Opposition.