Back

ଅତିପ୍ରଶ୍ନ


  1. Atipraṡna (ସଂ.ବି.) - ଅନାବଶ୍ୟକ ଅତିରିକ୍ତ ପ୍ରଶ୍ନ Extravagant question.

  2.  ଜ୍ଞାନର ଅଗମ୍ୟବିଷୟକ ପ୍ରଶ୍ନ Question regarding transcendental objects.

  3. ମର୍ଯ୍ୟାଦା ଅତିକ୍ରମପୂର୍ବକ କରାଯିବା ପ୍ରଶ୍ନ Disrespectful or uncivil question.

  4. ସନ୍ତୋଷଜନକ ଉତ୍ତର ଦିଆଯିବା ପରେ ସୁଦ୍ଧା କରାଯିବା ବିରକ୍ତିକର ପ୍ରଶ୍ନ Vexatious question asked after a satisfactory reply is given.