Back

ଅତିବଡ଼


  1. Atibaṟḍ̠a (ଦେ.ବିଣ.) - ଖୁବ୍ ବଡ଼ Very big.

  2. ମାନ୍ୟାସ୍ପଦ (ବ୍ୟକ୍ତି) Honourable

  3. (ଦେ.ବି.) - ଚୈତନ୍ୟଙ୍କ ସମସାମୟିକ ଓଡ଼ିଆଭାଗବତପ୍ରଣେତା ଜଗନ୍ନାଥ ଦାସଙ୍କର ଚୈତନ୍ୟ ପ୍ରଦତ୍ତ ନାମ A name of the poet Jagannātha Dāsa



 [ ଦ୍ର ] ମାନ୍ୟାସ୍ପଦ ଲୋକଙ୍କ ନାମ ପୂର୍ବେ ବ୍ୟବହୃତ; ଶ୍ରୀ ଚୈତନ୍ୟ ଜଗନ୍ନାଥ ଦାସଙ୍କୁ 'ଅତିବଡ଼' ଉପାଧି ଦେଇଥିଲେ। (ଗଡ଼ଜାତ) ସ୍ୱର୍ଗୀୟ ରାଜାଙ୍କ ନାମ ପୂର୍ବରେ ସମ୍ମାନାର୍ଥ ବ୍ୟବହୃତ ଶବ୍ଦ; ସ୍ୱର୍ଗୀୟ; ମାନନୀୟ ଇତ୍ୟାଦି The late honourable (so & so).