Back

ଅତିବର୍ତ୍ତନ

Also : [ ଅତିବର୍ତ୍ତିତ, ଅତିବର୍ତ୍ତୀଅତିବର୍ତ୍ତିନୀ (ସ୍ତ୍ରୀ)




  1. Atibarttana (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.

  2. ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.

  3. କ୍ଷମାଯୋଗ୍ୟ ଅପରାଧ A pardonable offence.

  4. ଦଣ୍ଡରୁ ନିଷ୍କୃତି Exemption from punishment.

  5. ଅଗ୍ରଗମନ Proceeding in advance.