Back

ଅତିବଳା

Other Name: [ ପୀତପୁଷ୍ପୀ; ବାଟ୍ୟାନଳକ; ବାଟ୍ୟାଳକା ]




  1. Atibaḻā (ସଂ.ବିଣ.) - ଅତିବଳର ସ୍ତ୍ରୀଲିଙ୍ଗ Feminine of Atibaḻa.

  2. (ସଂ.ବି.) - ଗୁପ୍ତ ବିଦ୍ୟାବିଶେଷ Name of a mysterious art.

  3. ବଜ୍ରମୂଳୀ ଗୁଳ୍ମ; ନାଲି ବାଡ଼ିଅଅଁଳା A plant; Sida Rhombifolia (Kirtikar)

  4. ଦକ୍ଷକନ୍ୟାବିଶେଷ Name of a daughter of Dakshya.