Back

ଅତିବାହନ


  1. Atibāhana (ସଂ.ବି.) - ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over. 

  2. ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.

  3. ନିର୍ଦ୍ଦିଷ୍ଟ ସମୟ ଟପିଯିବା  Lapse of time; passing beyond the time limit.

  4. (କାଳ) ଯାପନ; ଅତିପାତ; କାଳକ୍ଷେପଣ Whiling away of time.

  5. ଅତିରିକ୍ତ ପରିଶ୍ରମ Excessive toiling.