Back

ଅତିବାହିତ


  1. Atibāhita (ସଂ.ବିଣ.) - ଯାପିତ (ସମୟ) Passed; whiled away

  2. ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over. 

  3. ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.

  4. (ସଂ.ବି.) - ସୂକ୍ଷ୍ମଶରୀର The ethereal or immaterial body.

  5. ପ୍ରେତ ଶରୀର Aerial body after death.