Back

ଅତିବାହିବା


  1. Atibāhibā (ଦେ.ପ.) ଅତିକ୍ରମ କରିବା To pass.

  2. ଉଲ୍ଲଘଂନ; କୌଣସି ବସ୍ତୁର ଉପର ଦେଇ ଡେଇଁ ଯିବା Jumping over.

  3. ନିର୍ଦ୍ଦିଷ୍ଟ ସୀମାକୁ ଟପିବା Overstepping; passing beyond the limit.

  4. ନିର୍ଦ୍ଦିଷ୍ଟ ସମୟ ଟପିଯିବା  Lapse of time; passing beyond the time limit.

  5. ଅନ୍ଯଥାଚରଣ; ଆଦେଶାଦି ଲଘଂନ Disobeying of an order.

  6. ନିର୍ଦ୍ଦିଷ୍ଟ ନିୟମ ଲଘଂନ Transgression of a rule.