Back

ଅତିମାତ୍ର


  1. Atimātra (ସଂ.ବିଣ.) - (ଯାହା ମାତ୍ରାକୁ ଅତିକ୍ରମ କରିଅଛି) ମାତ୍ରାରୁ ବଳି ପଡ଼ିଥିବା Exceeding the usual dose.

  2. ଅତ୍ୟଧିକ Excessive.

  3. ଅସାଧାରଣ Extraordinary; inordinate.

  4. (ସଂ.କ୍ରି.ବିଣ.) - ଅତ୍ୟଧିକ ପରିମାଣରେ Excessively; too much.