Back

ଅତିମାତ୍ରା


  1. Atimātrā (ସଂ.ବିଣ.) - ଔଷଧାଦିର ଅତିରିକ୍ତ ମାତ୍ରା Overdose.

  2. କୌଣସି ବିଷୟ ବା ବସ୍ତୁର ପ୍ରୟୋଜନାତିରିକ୍ତ ପରିମାଣ Quantity or measure much in excess of the requirement.