Back

ଅତିମାନ


  1. Atimāna (ସଂ.ବି.) ଅତ୍ୟନ୍ତ ଆତ୍ମଗର୍ବ Excessive haughtiness; too much selfconceit.

  2. ବିଶେଷ ସମ୍ମାନ Great honour.

  3. (ସଂ.ବିଣ.) -  (ଅବ୍ୟୟୀଭାବ; ମାନକୁ ଅତିକ୍ରମ କରି) ଅମାପ Immeasurable.

  4. ସୁବିସ୍ତୀର୍ଣ୍ଣ Extensive.




  • ଅତିମାନୀ (ପୁଂ)

  • ଅତିମାନିନୀ (ସ୍ତ୍ରୀ)