Back

ଅତିମୁକ୍ତ


  1. Atimukta (ସଂ.ବିଣ.) - ସମ୍ପୂର୍ଣ୍ଣରୂପେ ମୁକ୍ତିପ୍ରାପ୍ତ Completely liberated.

  2. ପରମ ମୋକ୍ଷ ବା ନିର୍ବାଣ ପ୍ରାପ୍ତ  One Who has attained redemption or spiritual annihilation.

  3. ସଙ୍ଗ ବା ଆସକ୍ତରହିତ Free from wordly attachment.

  4. ବନ୍ଧ୍ୟା Barren; having no power of fecundation.

  5. ଜୀବହୀନ Seedless.

  6. ବାର୍ଦ୍ଧକ୍ୟ ଯୋଗୁଁ ସନ୍ତାନୋତ୍ପାଦିକା ଶକ୍ତିରହିତ Past the stage of fecundation (due to old age)

  7. (ସଂ.ବି.) - ତିନିଶ; ବାନ୍ଧନ ଗଛ A timber-tree; Dalbergia oujeinensis.

  8. ଅତି ସୁନ୍ଦର ମୁକ୍ତା  Very beautiful pearl.




  • ଅତିମୁକ୍ତା (ସ୍ତ୍ରୀ)