Back

ଅତିରଞ୍ଜନ


  1. Atiran̄jana (ସଂ.ବି.) - ଅତିରିକ୍ତରୂପେ ରଙ୍ଗାଇବା Over-colouring.

  2. ବହଳ ହୋଇ ରଙ୍ଗାଯିବା Thick colouring

  3. କୌଣସି ବିଷୟକୁ ବାହୁଲ୍ୟରୂପେ ବର୍ଣ୍ଣନା କରିବା Exaggeration.




  • ଅତିରଞ୍ଜିତ (ବିଣ)