Back

ଅତିରାତ୍ର


  1. Atirātra (ସଂ.ବି.) - ଅଧରାତି; ନିଶାରାତି The dead of night.

  2. ଷଷ୍ଠ ମନୁ ଚାକ୍ଷୁଷଙ୍କ ପୁତ୍ର Name of the son of the sixth Manu Chākshusha.

  3. ଜ୍ୟୋତିଷ୍ଟୋମ ଯଜ୍ଞର ଅଙ୍ଗବିଶେଷ An optional part of a Jyotishṭoma sacrifice.