Back

ଅତିରିକ୍ତ


  1. Atirikta (ସଂ.ବିଣ.) -  ଅତ୍ୟାଧିକ ପରିମିତ; ସମାଧିକ Excessive; exuberant.

  2. ନିରୂପିତ ମାତ୍ରାରୁ ଅଧିକା Extra; additional; supetfluous.

  3. ବହକା; ନିରୂପିତ ସଂଖ୍ୟାରୁ ଅଧିକ Redundant; supernumerary.

  4. ନିର୍ଦ୍ଧାରିତ ସୀମାରୁ ବଳିଥିବା Exceeding the limits.

  5. ଅଦ୍ୱିତୀୟ Unepualed.

  6. ସମ୍ପୂର୍ଣ୍ଣରୂପେ ଖାଲି କରାଯାଇ ଥିବା Quite emptied.

  7. ବଳି ପଡ଼ିଥିବା Surplus; left apart.

  8. ଶୂନ୍ୟ Empty.

  9. (ଦେ.ବି.) - ସମ୍ବାଦପତ୍ରର ନିର୍ଦ୍ଧିଷ୍ଟ ସଂଖ୍ୟକ ପୃଷ୍ଠା ଛଡ଼ା କୌଣସି ବିଶେଷ ପ୍ରବନ୍ଧ ପାଇଁ କୌଣସି ସଂଖ୍ୟାରେ ଦିଆଯାଇ ଥିବା ଅଧିକା ଅଂଶ ବା ପୃଷ୍ଠା; କ୍ରୋଡ଼ପତ୍ର Supplement to a newspaper.




  • ଅତିରିକ୍ତତା (ବିଣ)