Back

ଅତିରେକ

Also : [ ଅତିରିକ୍ତ, ଅତୀରେକ] 




  1. Atireka (ସଂ.ବି.) - ବଳି ପଡ଼ିଥିବା ବସ୍ତୁ Surplus.

  2. ଅତ୍ୟାଧିକ୍ୟ Excess; exuberance.

  3. ପ୍ରାଚୁର୍ଯ୍ୟ Too much.

  4. ଯଥେଷ୍ଟ ଅପେକ୍ଷା ବେଶି ବା ବହକା ବସ୍ତୁ Superfluity; redundancy.

  5. ପ୍ରଭେଦ Difference.

  6. ବଳିଯିବା Surpassing.

  7. ଅଧିକପରିମାଣ High degree.

  8. (ଦେ.ବି.) - ଶେଷ ସୀମାରେ ଉପସ୍ଥିତ ଅବସ୍ଥା Arrival at a critical position; crisis.

  9. ବିପନ୍ନ ଅବସ୍ଥା Dangerous condition.

  10. ଶେଷ ଅବସ୍ଥା Extreme condition.

  11. ଦୁଃସହ ଅବସ୍ଥା Unbearable condition.

  12. (ଦେ.ବିଣ.) - ଦୁଃସହ; ଅସହ୍ୟ Unbearable.

  13. ଅତ୍ୟନ୍ତ; ଅତ୍ୟଧିକ Excessive.

  14. କଠୋର ବା ବିପନ୍ନ ଅବସ୍ଥାଯୁକ୍ତ Critical.

  15. (ଦେ.କ୍ରି.ବିଣ.) - ଅତ୍ୟନ୍ତ; ସମାଧିକ; ଅତିଶୟ Too much; very much.

  16. ଅତ୍ୟଧିକରୂପେ Excessively.




  • ଅତିରେକୀ (ବିଣ)