Back

ଅତିଲୋମଶ

Also : [ ଅତିରୋମଶ ]




  1. Atilomaṡa (ସଂ.ବିଣ.) -  ସର୍ବାବୟବରେ ଅତିଶୟ ରୋମ (ଲୋମ)ଯୁକ୍ତ Having shaggy hair all over the body.

  2. ଭାରି ବାଳୁଆ Very hairy.

  3. (ସଂ.ବି.) - ବନ୍ୟ ଛାଗ Wild goat.

  4. ଲୋମଯୁକ୍ତ ବୃହଦାକାର ବାନରବିଶେଷ A kind of hairy monkey; chimp




  • ଅତିରୋମଶା (ସ୍ତ୍ରୀ)