Back

ଅତିଶେଷ


  1. Atiṡesha (ସଂ.ବିଣ.) - ସ୍ୱଳ୍ପାବଶିଷ୍ଟ; ଅଳ୍ପମାତ୍ର ବାକି ରହିଯାଇଥିବା Of which a little quantity is left; drained to the dregs.

  2. (ସଂ.ବି.) - ବାକି ରହି ଯାଇଥିବା ଅଂଶ  Remnant; remainder.